ଅଷ୍ଟ୍ରେଲିଆର କ୍ରମାଗତ ଚତୁର୍ଥ ବିଜୟ

ଆବିଦ ଅଲି ଓ ମହମ୍ମଦ ରିଜଓ୍ବାନଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ଚତୁର୍ଥ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନକୁ ୬ ରନରେ ପରାସ୍ତ କରିଛି। ଏଠାରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ବିନିମୟରେ ୨୭୭ ରନ କରିଥିଲା। ଦଳ ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ ୯୮, ଉସ୍‌ମାନ ଖ୍ବାଜା ୬୨ ଏବଂ ଆଲେକ୍ସ କାରେ ୫୫ ରନ କରିଥିଲେ।

error: Content is protected !!