Skip to content
- ନିର୍ବାଚନ ନେଇ ପୋଲିସର ଅପରାଧ ସମୀକ୍ଷା ବୈଠକ, ଗତ ମାର୍ଚ୍ଚ ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଏନ୍ବିଡବବ୍ଲ୍ୟୁ(ଜାମିନ ବିହୀନ ଗିରଫ ପରୱାନା) ବଳରେ ମୋଟ ୧୨, ୧୩୪ ଓ ଆଇପିସି ଦଫା ୧୧୦ ବଳରେ ୨୫୬୪ ଜଣଙ୍କୁ ଗିରଫ କରାଯାଇଛି।
- ଖଣି ଓ ଚିଟ୍ଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ଦଳ ଓଡ଼ିଶାରେ ଦୃଢ଼ ସରକାର ଦେଇପାରିବେ କି ବୋଲି ଦକ୍ଷିଣ ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
- ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆଉ ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ।
- ଦୀର୍ଘସମୟ ଧରି ସହଯୋଗୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଲାଗିରହିବା ପରେ ବିହାର ମହାମେଣ୍ଟ ପକ୍ଷରୁ ଶୁକ୍ରବାର ଆସନ ଆବଣ୍ଟନ ବୁଝାମଣା ଶେଷ ହୋଇଛି।
- ପୁଣିଥରେ ଢେଙ୍କାନାଳ ରାଜପରିବାର ଉପରେ ଭରସା କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷାପ୍ରସାଦ ସିଂଦେଓ (କେପି)ଙ୍କୁ ମିଳିଛି ଲୋକସଭା ଟିକେଟ।
- ସମ୍ବଲପୁର ବିଧାନସଭା କ୍ଷେତ୍ର ସକାଶେ ବିଜୁ ଜନତା ଦଳ ପ୍ରାର୍ଥତ୍ନୀ ରାସେଶ୍ୱରୀ ପାଣିଗ୍ରାହୀ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ମୀରା ପରିଡାଙ୍କୁ ରାଜ୍ୟ ମହିଳା ବିଜେଡିର ଉପସଭାପତି ଭାବେ ଦାୟିତ୍ୱ ମିଳିଛି।
- ଶୁକ୍ରବାର ଠାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଛି ଦ୍ୱିତୀୟ ବାଲିଯାତ୍ରା ଭାବେ ପରିଚିତ ବୈଶାଖୀ ବାଣିଜ୍ୟ ମେଳା।
- ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶନିବାର ଗାନ୍ଧୀନଗର ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିବେ ।
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀର ମୂଳତ୍ପାଟନ କରାଯିବା ପାଇଁ ଅଭିଯାନ ଜାରି ରହିଛି । ଘାଟିର ଅନନ୍ତନାଗର କୋକରନାଗ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତି ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
error: Content is protected !!