ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା : ମାଷ୍ଟରମାଇଣ୍ଡ ଭଗବାନ ସାହୁ ଓରଫ ଭାଲୁ ଗିରଫ

ଆସିକା ୨୯|୬: ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାଷ୍ଟରମାଇଣ୍ଡ ଭଗବାନ ସାହୁ ଓରଫ ଭାଲୁକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ।

ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମୋଟ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି । ଗତ ୨୨ରେ ମନୋଜଙ୍କୁ ଗୁଳି କରାଯିବା ସହ ଗଳାକାଟି ହତ୍ୟା କରାଯାଇଥିଲା ।

error: Content is protected !!