ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ: ମୋଦି

ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସକାଳେ ଓଡ଼ିଆରେ ଏକ ଟ୍ୱିଟ୍ କରିଥିଲେ।

ଏଥିରେ ସେ ଲେଖିଥିଲେ, ଓଡିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ। ବିଜେପି ରେକର୍ଡ ସଂଖ୍ୟକ ଆସନ ସହ ବିଜୟ ଲାଭ କରିବ। ଜନ ସାଧାରଣ ବିଜେଡି ଓ କଂଗ୍ରେସ ଉଭୟକୁ ପ୍ରତ୍ୟାଖ୍ୟାନ କରିବେ।

error: Content is protected !!