ଭୁବନେଶ୍ବର : ଭୁବନେଶ୍ବର ର ପୁର୍ବତନ ସାଂସଦ ତଥା ବିଜୁ ଜନତା ଦଳର ର ବରିଷ୍ଠ ଉପସଭାପତି ଡ଼ଃ.ପ୍ରସନ୍ନ ପାଟ୍ଟଶାଣି କିଛି ଦିନ ତଳେ ତାଙ୍କର ଜଣେ କର୍ମୀ ଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କହିଛନ୍ତି। ଉକ୍ତ ବ୍ୟକ୍ତି ଜଣକ ପଜିଟିଭ ଚିହ୍ନଟ ହେବା ପରଠୁ ଡ଼ଃ.ପ୍ରସନ୍ନ ପାଟ୍ଟଶାଣି ଓ ତାଙ୍କର ପରିବାର ସହ ଭୁବନେଶ୍ୱର ସ୍ଥିତ ବାସଭବନରେ ହୋମକ୍ବାରେଣ୍ଟାଇନରେ ଅଛନ୍ତି।
ଏନେଇ ଡ଼ଃ.ପାଟ୍ଟଶାଣି ଆମ୍ଭ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି । ଭୁବନେଶ୍ୱର ରୁ ଆମ ପ୍ରତିନିଧି ଙ୍କ ରିପୋର୍ଟ ନିଉଜ୍ ଟୁଡେ।