Breaking NewsEntertainmentRTI & HUMAN RIGHTS

ନବିନ ଓଡିଶାର ପରିଚୟ- କିପରି ?

୧. ସ୍ୱାଧୀନତା ପରଠାରୁ ସମସ୍ତ ମୁଖ୍ଯମନ୍ତ୍ରୀ ମାନକଂ ମଧ୍ଯରେ ନବିନ ବାବୁ ସବୁଠାରୁ ପ୍ରଚଣ୍ଡ ଭୟକଂର ଦୁର୍ନିତିଗ୍ରସ୍ତ ଏବଂ ଲୁଟେରା । ଓଡିଶା ରାଜକୋଷକୁ ଏପରି କେହି ଲୁଟ କରିନାହାନ୍ତି ।
୨. ୭୦ ବର୍ଷର ସ୍ୱାଧିନତାରେ ସବୁଠାରୁ ଭୟକଂର କେଳେକାଂରୀ ନବିନକଂ ୨୦ ବର୍ଷ ଶାସନରେ ହୋଇଚ୍ଜି ।
୩. ଓଡିଶାର ଖଣି ଦୁର୍ନିତି ଭାରତବର୍ଷରେ ସବୁଠାରୁ ବଡ ଦୁର୍ନିତି । ନବିନକଂ ନେତ୍ରୁତ୍ୱରେ ଏହି ସଂଗଠିତ ମହାଦୁର୍ନିତିରେ ୧,୦୦,୦୦୦ କୋଟି ଲୁଟ । ରାଜ୍ଯ ରାଜକୋଷ ବରବାଦ । ଏହି ଲୁଟର ବାସ୍ତବ ତଦନ୍ତ ହେଲେ , ନବିନକଂ ପରିବାର ସଦସ୍ଯ କଂ ପ୍ରକ୍ରୁତ ଚରିତ୍ର ପଦାକୁ.ଆସିବ । ସେଥିପାଇଂ ବିଜେପିର ଗୋଡଣିଆ ହୋଇ ଜୀବନ ସାରା ରହିବା ପାଇଂ.ବାଧ୍ଯ। ଏହି.ନିଷ୍ଠୁର ସତ୍ଯକୁ ଗ୍ରହଣ କରିବାକୁ ପଡିବ ।
୪. ଓଡିଶାର ସବୁଠାରୁ ସିମାହୀନ ଜମି ହରିଲୁଟ ନବିନକଂ ସମୟରେ ହୋଇଚ୍ଜି । ଏହି କ୍ଷତି ଆଗାମୀ ବଂଶଧର ଜୀବନ ସାରା ଭୋଗିବ ।
୫. ମା ଭ ଉଣୀ , ଛୋଟ ଝିଅ ମାନକୁଂ ନିର୍ମମ ଭାବେ ଅତ୍ଯାଚାର କରିବା, ଦୁର୍ଷ୍କମ କରିବା ଏବଂ ତଦନ୍ତକୁ ଚସ୍ପି ଦେବା, ଧର୍ଷଣକାରୀକୁଂ ସୁରକ୍ଷା ଦେବା କେବଳ ନବିନକଂ ସମୟରେ ସମ୍ଭବ ହୋଇଚ୍ଜି ।
୬. ସମ୍ଭିଧାନିକ ଅନୁଷ୍ଠାନ, statutory bodies ମାନକୁଂ ଯଦି କେହି ବେଶୀ ଅକାମୀ କରିଥାଏ , ତେବେ ସେହି ବ୍ଯକ୍ତି ନବିନ ।
୭. ରାଜା ଭାଷା ନଜାଣି ଲୋକକୁଂ ବୋକାବନେଇ ଛଳନା କରି ଦୀର୍ଘଦିନ କ୍ଷମତାରେ ରହିବା ଲୋକ ନିଜେ ନବିନ । ବିଶ୍ୱରେ ଏଭଳି ଚରିତ୍ର ପାଇବେ ନାହିଂ । ସେଥିପାଇଂ ସେ ଶ୍ରେଷ୍ଠ ପ୍ରଶାସକ ।
୮. ରାଜ୍ଯ ଯୋଜନା ବୋର୍ଡକୁ ଅକାମୀ କରି ତଥାକଥିତ ଯୋଜନାମାନ କରି ଲୋକକୁଂ ଭୁଆଂ ବୁଲେଇ ଭୋଟ ହତେଇବା ହିଂ ନବିନକଂ ପରିଚୟ । ଏଭଳି ଠକାମୀ କୌଣସି ମୁଖ୍ଯମନ୍ତ୍ରୀ ଆମ ରାଜ୍ଯରେ କରିନାହାନ୍ତି ।
୯. ସମସ୍ତ ଦୁର୍ନିତି ଏବଂ ଭ୍ରଷ୍ଟାଚାର କରି ନିଜକୁ ଦୁର୍ନିତି ମୁକ୍ତ ଏବଂ ସ୍ୱସ୍ଛକଅ ଶାସନର ପ୍ରତିକ ଭାବେ ପ୍ରଚାର କରାଇ ଦିର୍ଘଦିନ ଧରି କ୍ଷମତାରେ ରହିବା ହେଉଛନ୍ତି କରିତ୍କର୍ମା ନବିନ ।
୧୦. ମନ୍ତ୍ରୀ, ବିଧାୟକ ମାନକୁଂ ସମ୍ପୁର୍ଣ ଅଣଦେଖା ଏବଂ ବେଖାତିର କରି କିଛି ମୁଷ୍ଟିମେୟ ଅମଲା ମାନକଂ ଦ୍ୱାରା ଶାସନ ଚଲେଇ, ନିଜକୁ best administrator ବୋଲାଇବା ଏବଂ ଏଥିପାଇଂ award ଯୋଗାଡ କରିବାରେ ସେ ସର୍ବଶ୍ରେଷ୍ଠ ଓଡିଆ । ଏପରି କାମ କୌଣସି ସ୍ୱାଭିମାନୀ ଓଡିଆ କରିପାରିବ ନାହିଂ ।
ଆହୁରି ଅନେକ
ଏହି ସବୁ ଦ୍ରୁଷ୍ଟିରୁ ନବିନ ହିଂ ଓଡିଶା । କାରଣ କୌଣସି ମୁଖ୍ଯମନ୍ତ୍ରୀ ଏପରି ଜଘନ୍ଯ କାମ କରିନାହାନ୍ତି ।

ପ୍ରଦୀପ ପ୍ରଧାନ
୯୯୩୭୮୪୩୪୮୨

Related Articles

error: Content is protected !!
Close