- ଭୁବନେଶ୍ବର କୋଳଥିଆରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଏକ ଡୁପ୍ଲେକ୍ସରୁ ଗଞ୍ଜେଇ ଜବତ କଲା କମିସନରେଟ ପୋଲିସ, ବାଲେଶ୍ବର ରେମୁଣାର ସୁବଳ ସାମନ୍ତରାୟ ଗିରଫ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ଟଙ୍କା
- ଓଡ଼ିଆ କଷ୍ଟମ୍ସ ଅଫିସର ପ୍ରଣବ ଦାସ WCOର ଡାଇରେକ୍ଟର ନିର୍ବାଚିତ: ବ୍ରିଟିଶ କଷ୍ଟମ୍ସ ଅଫିସରଙ୍କୁ ପରାସ୍ତ କରି ସେ ନିର୍ବାଚିତ ହୋଇଛନ୍ତି, ପ୍ରଥମ ଭାରତୀୟ ଭାବେ ପ୍ରଣବ WCOର ଡାଇରେକ୍ଟର ନିର୍ବାଚିତ (WCO-World Customs Organization)
-
ଭୁବନେଶ୍ବର: ସୋମବାର ପାଟଣାଗଡ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ହେବ । ଏପଟେ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ସରୋଜ ମେହେର ।
-
ଭୁବନେଶ୍ବର: ମାଲକାନଗିରିରେ ମା’ ଛୁଆ ବିଷ ପିଇ ଆତ୍ମହତ୍ୟା ଘଟଣା । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ ବିଧାୟକ ଆଦିତ୍ୟ ମାଢି । ସେପଟେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ରାଜସ୍ବମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
-
ଭୁବନେଶ୍ୱର: ରାଜ୍ୟର ଘରୋଇ ଡାକ୍ତରଖାନାରେ ଗରିବ ରୋଗୀଙ୍କୁ ଶୋଷଣ କରାଯାଉଛି । ସୋମବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପତ୍ର ମଧ୍ୟ ଏହି ପ୍ରସଙ୍ଗରେ ରୁଲିଂ ଦେଇଛନ୍ତି ।