ଭୋଟ ଗଣତି ହୋଇଥିବା ମୋଟ୍ ୧୪୬ଟି ବିଧାନସଭା ଆସନରୁ ପ୍ରାୟ ଅଧାଧିକ ଆସନରେ କବଜା କରିଛି ବିଜେଡି । ତେବେ ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି ।

ଆଗୁଆ ଟ୍ରେଣ୍ଡରେ ସେଂଚୁରୀ ମାରିଲା ବିଜେଡି । ୧୧୩ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ । ବହୁମତ ସହ ସରକାର ଗଢିବେ ନବୀନ

ତାଜା ତଥ୍ୟ ଅନୁଯାୟୀ, ଭୋଟ ଗଣତି ହୋଇଥିବା ମୋଟ୍ ୧୪୬ଟି ବିଧାନସଭା ଆସନରୁ ପ୍ରାୟ ଅଧାଧିକ ଆସନରେ କବଜା କରିଛି ବିଜେଡି । ତେବେ ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି ।

  • ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)
  • ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)
  • ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)
  • ହିନ୍ଦୋଳ : ଅଶୋକ ନାୟକ(ବିଜେପିି)
  • ବୌଦ୍ଧ : ସୁଶାନ୍ତ ପ୍ରଧାନ (ବିଜେପି)
  • ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ(ବିଜେଡ଼ି)
  • ନବରଙ୍ଗପୁର : ସଦାଶିବ ପ୍ରଧାନୀ(ବିଜେଡ଼ି)
  • ପାଟଣାଗଡ଼ : ସରୋଜ ମେହର(ବିଜେଡ଼ି)
  • ଆସ୍କା : ମଞ୍ଜୁଳା ସ୍ୱାଇଁ (ବିଜେଡ଼ି)
  • ଭଟ୍ଲି : ସୁଶାନ୍ତ ସିଂ(ବିଜେଡ଼ି)
  • ରଣପୁର : ସତ୍ୟ ନାରାୟଣ ସାହୁ(ବିଜେଡ଼ି)
  • ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
  • ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)
  • ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)
  • ଭୁବନେଶ୍ୱର(ଏକାମ୍ର) : ଅଶୋକ ପଣ୍ଡା(ବିଜେଡ଼ି)
  • ବରଗଡ଼ : ଦେବେଶ ଆଚାର୍ଯ୍ୟ (ବିଜେଡ଼ି)
  • ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)
  • ଯାଜପୁର : ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)
  • ସୋନପୁର : ନିରଞ୍ଜନ ପୂଜାରୀ(ବିଜେଡ଼ି)
  • ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
  • ଲୋଇସିଂହା : ପ୍ରଦୀପ ବେହେରା(ବିଜେଡ଼ି)
  • ଝାରସୁଗୁଡ଼ା : ନବ ଦାସ(ବିଜେଡ଼ି)
  • କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ୍ (ବିଜେଡ଼ି)
  • ମାଲକାନାଗିରି : ମୁକୁନ୍ଦ ସୋଢ଼ୀ(ବିଜେଡ଼ି)
  • ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର(ବିଜେଡ଼ି)
  • ଭଞ୍ଜନଗର : ବିକ୍ରମ ଆରୁଖ(ବିଜେଡ଼ି)
  • କଟକ : ମହମ୍ମଦ ମୋକିମ୍(କଂଗ୍ରେସ)
  • ମାହାଙ୍ଗା : ପ୍ରତାପ ଜେନା(ବିଜେଡ଼ି)
  • ସାଲେପୁର : ପ୍ରଶାନ୍ତ ବେହେରା(ବିଜେଡ଼ି)
  • ସୁନ୍ଦରଗଡ଼ : କୁସୁମ ଟେଟେ(ବିଜେପି)
  • ସୁକିନ୍ଦା : ପ୍ରୀତିରଞ୍ଜନ ଘଡ଼ାଇ (ବିଜେଡ଼ି)
  • ଖଣ୍ଡପଡ଼ା : ସୌମ୍ୟରଞ୍ଜନ ପଟ୍ଟନାୟକ(ବିଜେଡ଼ି)
  • ସମ୍ବଲପୁର : ରାସେଶ୍ୱରୀ ପାଣିଗ୍ରାହୀ(ବିଜେଡ଼ି)
  • ରେଙ୍ଗାଳି : ନାଉରୀ ନାୟକ(ବିଜେପି)
  • ତଳସରା : ଭବାନୀ ଭୋଇ(ବିଜେପି)
  • ଗୁଣୁପୁର : ରଘୁନାଥ ଗମାଙ୍ଗ(ବିଜେପି)
  • ଭଣ୍ଡାରୀପୋଖରୀ : ପ୍ରଫୁଲ୍ଲ ସାମଲ(ବିଜେଡ଼ି)
  • ଘଷିପୁରା : ବଦ୍ରିନାରାୟଣ ପାତ୍ର(ବିଜେଡ଼ି)
  • ପିପିଲି : ପ୍ରଦୀପ ମହାରଥୀ(ବିଜେଡ଼ି)
  • କଟକ ସଦର : ଚନ୍ଦ୍ରସାରଥୀ ବେହେରା(ବିଜେଡ଼ି)
  • ଧାମନଗର : ବିଷ୍ଣୁ ସେଠୀ(ବିଜେପି)
  • କଣ୍ଟାବାଞ୍ଜି : ସନ୍ତୋଷ ସିଂହ ସାଲୁଜା
  • କୋରେଇ : ଅଶୋକ ବଳ(ବିଜେଡ଼ି)
  • ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ
  • ଖଲିକଟ : କେ.ଏସ୍ ବୈଦ୍ୟ(ବିଜେଡ଼ି)
  • ଖଡ଼ିଆଳ : ଅଧିରାଜ ପାଣିଗ୍ରାହୀ(କଂଗ୍ରେସ)
  • କୋରାପୁଟ : କୃଷ୍ଣଚନ୍ଦ୍ର ସଗରିଆ(ବିଏସ୍ପି)
  • ନିଆଳି : ଡ଼ାକ୍ତର ପ୍ରମୋଦ ମଲ୍ଲିକ(ବିଜେଡ଼ି)
  • ପରଜଙ୍ଗ : ବିଭୂତି ପ୍ରଧାନ(ବିଜେପି)
  • ନୀଳଗିରି : ସନ୍ତୋଷ ଖଟୁଆ (ବିଜେଡି)
  • ରେଢ଼ାଖୋଲ: ରୋହତ ପୂଜାରୀ(ବିଜେଡ଼ି)
  • ସୁମଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ବିଜେଡ଼ି)
  • ହିଞ୍ଜିଳିକାଟୁ : ନବୀନ ପଟ୍ଟନାୟକ(ବିଜେଡ଼ି)
  • ବିଜେପୁର : ନବୀନ ପଟ୍ଟନାୟକ(ବିଜେଡ଼ି)
  • ପାରାଦୀପ : ସମ୍ବିତ ରାଉତରାୟ(ବିଜେଡ଼ି)
  • ଲିଳିତେନ୍ଦୁ ବିଦ୍ୟାଧର ମହାପାତ୍ର(ବିଜେପି)
  • ପଦ୍ମପୁର : ପ୍ରଦୀପ ପୁରୋହିତ(ବିଜେପି)
  • ପାରଳାଖେମୁଣ୍ଡି : କେ. ନାରାୟଣ ରାଓ(ବିଜେପି)
  • ପୁରୀ : ମହେଶ୍ୱର ମହାନ୍ତି(ବିଜେଡ଼ି)
  • ରଘୁନାଥପାଲି : ଜଗବନ୍ଧୁ ବେହେରା(ବିଜେପି)
  • ତାଳଚେର : ବ୍ରଜ କିଶୋର ପ୍ରଧାନ(ବିଜେଡ଼ି)
  • ସୋରଡ଼ା : ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡ଼ି)
  • ସୋର : ସୁରେନ୍ଦ୍ର ପରମାଣିକ(କଂଗ୍ରେସ)
  • ସାନ ଖେମୁଣ୍ଡି: ରମେଶ ଜେନା(କଂଗ୍ରେସ)
  • ତିର୍ତ୍ତୋଲ : ବିଷ୍ଣୁ ଦାସ(ବିଜେଡ଼ି)
  • ବାଲେଶ୍ୱର : ମଦନ ଦତ୍ତ(ବିଜେପି)
  • ବଡ଼ଚଣା : ଅମର ନାୟକ(ବିଜେପି)
  • ବାରିପଦା : ପ୍ରକାଶ ସୋରେନ (ବିଜେପି)
  • ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ(ବିଜେପି)
  • ଭବାନୀପାଟଣା : ପ୍ରଦୀପ୍ତ ନାୟକ(ବିଜେପି)
  • ବୀରମିତ୍ରପୁର : ରୋହିତ ଜୋଶେଫ୍ (କଂଗ୍ରେସ)
  • ବ୍ରହ୍ମପୁର : ବିକ୍ରମ ପଣ୍ଡା(ବିଜେଡ଼ି)
  • ଛତ୍ରପୁର : ସୁବାସ ବେହେରା(ବିଜେଡ଼ି)
  • ନିମାପଡ଼ା : ସମୀର ଦାସ(ବିଜେଡ଼ି)
  • ପାଟଣା : ଜଗନ୍ନାଥ ନାୟକ(ବିଜେଡ଼ି)
  • ବାଙ୍କୀ : ଦେବୀରଞ୍ଜନ ତ୍ରିପାଠୀ(ବିଜେଡ଼ି)
  • ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇ(ବିଜେଡ଼ି)
  • ଚୌଦ୍ୱାର କଟକ : ସୌଭିକ୍ ବିଶ୍ୱାଳ(ବିଜେଡ଼ି)
  • ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ(ବିଜେଡ଼ି)
  • ରାଉରକେଲା : ସାରଦା ନାୟକ(ବିଜେଡ଼ି)
  • ସାରସକଣା : (ଜେଏମ୍ଏମ୍)
  • ତେଲକୋଇ : ପ୍ରେମାନନ୍ଦ ନାୟକ( ବିଜେଡ଼ି)
  • ଉଦଳା : ଶ୍ରୀନାଥ ସୋରେନ(ବିଜେଡ଼ି)
  • ଆନନ୍ଦପୁର : ଭାଗିରଥୀ ସେଠୀ(ବିଜେଡ଼ି)
  • ବଡ଼ସାହି : ସନାତନ କୂଳିଆ(ବିଜେପି)
  • ବରୀ : ସୁନନ୍ଦା ଦାସ(ବିଜେଡ଼ି)
  • ବସ୍ତା : ବିଜନ ନାୟକ(କଂଗ୍ରେସ)
  • ଭୋଗରାଇ : ଅନନ୍ତ ଦାସ(ବିଜେଡ଼ି)
  • ବିଂଝାରପୁର : ପ୍ରମିଳା ମଲ୍ଲିକ(ବିଜେଡ଼ି)
  • ଛେଣ୍ଡିପଦା : ସୁଶାନ୍ତ ବେହେରା(ବିଜେଡ଼ି)
  • ଚିକିଟି : ଉଷା ଦେବୀ (ବିଜେଡ଼ି)
  • ଧର୍ମଗଡ଼ : ମହୋଷଧୀ ବାଗ(ବିଜେଡି)
  • ଦିଗପହଣ୍ଡି : ସୂର୍ଯ୍ୟ ପାତ୍ର(ବିଜେଡ଼ି)
  • ଜଟଣୀ : ସୁର ରାଉତରାୟ(କଂଗ୍ରେସ)
  • ଜୟଦେବ : ଅରବିନ୍ଦ ଢ଼ାଲି(ବିଜେଡ଼ି)
  • କୋଟପାଡ଼ : ଚନ୍ଦ୍ରଶେଖର ମାଝୀ(କଂଗ୍ରେସ)
  • ରାଜଗାଙ୍ଗପୁର : ମଙ୍ଗଳା କିଷାନ(ବିଜେଡ଼ି)
  • ଝରିଗାଁ : ପ୍ରକାଶ ଚନ୍ଦ୍ର ମଲ୍ଲିକ(ବିଜେଡ଼ି)
  • ଜି. ଉଦୟଗିରି : ସାଲୁଗା ପ୍ରଧାନ(ବିଜେଡ଼ି)
  • ବଡ଼ମ୍ବା : ଦେବୀ ମିଶ୍ର(ବିଜେଡ଼ି)
  • ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ(ବିଜେଡ଼ି)
  • ରାଇରଙ୍ଗପୁର : ବାସନ୍ତି ମାରାଣ୍ଡି(ବିଜେଡ଼ି)
  • ରାୟଗଡ଼ା : ଲାଲ ବିହାରୀ ହିମିରିକା (ବିଜେଡ଼ି)
  • ରାଜନଗର: ଧ୍ରୁବ ସାହୁ(ବିଜେଡ଼ି)
  • ପଟାଙ୍ଗୀ : ପ୍ରୀତମ ପାଢ଼ୀ(ବିଜେଡ଼ି)
  • ଆଳି : ପ୍ରତାପ ଦେବ(ବିଜେଡ଼ି)
  • କରଂଜିଆ : ବାସନ୍ତି ହେମ୍ରମ(ବିଜେଡ଼ି)
  • କେନ୍ଦୁଝର: ମାଧବ ସର୍ଦ୍ଦାର(ବିଜେଡ଼ି)
  • କାକଟପୁର : ତୁଷାରକାନ୍ତ ବେହେରା(ବିଜେଡ଼ି)
  • କବିସୂର୍ଯ୍ୟନଗର : ଲତିକା ପ୍ରଧାନ(ବିଜେଡ଼ି)
  • ଜୟପୁର : ରବି ନନ୍ଦ(ବିଜେଡ଼ି)
  • ବାଲିକୁଦା : ରଘୁନନ୍ଦନ ଦାସ(ବିଜେଡ଼ି)
error: Content is protected !!