Breaking NewsCrimeState

ଶ୍ରୀମନ୍ଦିରରେ ମହିଳାଙ୍କୁ ଅସଦାଚରଣ ; ବାବାଜୀ ଥାନାରେ ଅଟକ

ପୁରୀ : ଶ୍ରୀମନ୍ଦିରରେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଯୁବତୀ ଜଣକ ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଆନନ୍ଦବଜାର ନିକଟରେ ତାଙ୍କୁ ଅସଦାଚରଣ କରାଯାଇଥିଲା। ଏ ନେଇ ସମ୍ପୃକ୍ତ ଯୁବତି ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ତଦନ୍ତ ପରେ ଜଣେ ବାବାଜୀକୁ ଥାନାରେ ଅଟକ ରଖିଛି। ପୁଲିସ ବାବାଜୀକୁ ପଚରାଉଚରା କରିବାପରେ ଛାଡି ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ଭିଡର ସୁଯୋଗ ନେଇ ବାବାଜୀ ଜଣକ ଏପରି କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ।

Related Articles

error: Content is protected !!
Close