ଜଟଣୀ ପୋଲିସ୍ ଇରାନୀ ମସଜିଦ ନିକଟବର୍ତୀ ବାଲିଛକ ମୁଣ୍ଡିଆ ନିକଟରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୦ଗ୍ରାମ ବ୍ରାଉନସୁଗାର,ଗୋଟିଏ ଦେଶି ବନ୍ଧୁକ,ଅଫୁଟା ଗୁଳି ଓ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ,୨ ଟି ବାଇକ୍ , ୪ ଟି ମୋବାଇଲ ଜବତ କରାଯାଇଛି । ଏସଆଇ ମାର୍କଣ୍ଡ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ସେକ୍ ଫରିଦ ଓ ସେକ୍ ଚାନ୍ଦ ଙ୍କୁ ଗିରଫ କରାଯାଇଛି ।