ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଜିଲ୍ଲା ଏସପି ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି।

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଜିଲ୍ଲା ଏସପି ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି। ପୁଲିସ ଡିଜି ବିକେ ଶର୍ମା ମଧ୍ୟ ନିଜ ଟିମ୍ ଗଢ଼ିଛନ୍ତି। ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ପରମାର ସ୍ମିତ ପୁରୁଷୋତ୍ତମ ଦାସ- ମୟୂରଭଞ୍ଜ
ମୁକେଶ କୁମାର ଭାମୋ – କୋରାପୁଟ
ଭିନିତ୍ ଅଗ୍ରୱାଲ-  ନୂଆପଡ଼ା(ଇନଚାର୍ଜ)
କନୱର ବିଶାଲ ସିଂହ- ସମ୍ବଲପୁର
ଖିଲାର ରିଷିକେଶ ଦ୍ୟାନଦେଓ- ମାଲକାନଗିରି(ଇନଚାର୍ଜ)
ପଦ୍ମିନୀ ସାହୁ-  ବରଗଡ଼
ଅଜୟ ପ୍ରତାପ ସ୍ୱାଇଁ – ଖୋର୍ଦ୍ଧା (ଇନଚାର୍ଜ, ସେପ୍ଟେମ୍ବର ୧ରୁ)
ଆର.ପ୍ରକାଶ-  ଜଗତସିଂହପୁର
ୱାଇ ରଘୁନାଥ ରାଓ- ବୌଦ୍ଧ (ଇନଚାର୍ଜ)
ଜଗମୋହନ ମୀନା-  ଅନୁଗୋଳ
କେ.ଶିବା ସୁବ୍ରମଣି- ରାଉରକେଲା
ମିତ୍ରଭାନୁ ମହାପାତ୍ର- କେନ୍ଦୁଝର
ମାଧକର ସନ୍ଦିପ ସମ୍ପତ- ବଲାଙ୍ଗୀର

error: Content is protected !!