ସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନ୍ସନ୍ ବ୍ୟବସ୍ଥା ତୁରନ୍ତ ଲାଗୁହେଉ

ଓଡିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନ୍ସନ୍ ବ୍ୟବସ୍ଥା ତୁରନ୍ତ ଲାଗୁହେଉ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ତଥା ଜାଗ୍ରତ ପ୍ରହରୀ ସାମ୍ବାଦିକମାନେ ଏବେ ଅସହାୟ । ସମାଜ ସେବାର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁହେଉ ।

error: Content is protected !!