ନୂଆଦିଲ୍ଲୀ (NEWS TODAY): ସେପ୍ଟେମ୍ବର ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୩, ୭୦, ୧୨୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୩,୯୮,୮୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୭୩, ୮୯୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୯, ୭୦୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୯୭, ୩୯୪ ରହିଛି। ୨୪ ଘଣ୍ଟାରେ ୧,୧୧୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୫୦ ଜଣ, ଆନ୍ଧ୍ରପ୍ରଦେଶରେ ୪୫୬୦ ଜଣ, ଅରୁଣାଚଳ ପ୍ରଦେଶରେ ୯ ଜଣ, ଆସାମରେ ୩୭୮ ଜଣ, ବିହାରରେ ୭୬୫ ଜଣ, ଚଣ୍ଡିଗଡ଼ରେ ୭୮ ଜଣ, ଛତିଶଗଡ଼ରେ ୪୦୭ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୬୧୮ ଜଣ, ଗୋଆରେ ୨୫୬ ଜଣ, ଗୁଜରାଟରେ ୩୧୩୩ ଜଣ, ହରିୟାଣାରେ ୮୫୪ ଜଣ, ହିମାଚଳ ପ୍ରଦେଶରେ ୬୦ ଜଣ, ଜମ୍ମୁ ଓ କଶ୍ମୀରରେ ୮୧୫ ଜଣ, ଝାଡ଼ଖଣ୍ଡରେ ୪୯୬ ଜଣ, କର୍ଣ୍ଣାଟକରେ ୬୬୮୦ ଜଣ, କେରଳରେ ୩୭୨ ଜଣ, ଲଦାଖରେ ୩୫ ଜଣ, ମଧ୍ୟପ୍ରଦେଶରେ ୧୬୦୯ ଜଣ, ମହାରାଷ୍ଟ୍ରରେ ୨୭୪୦୭ ଜଣ, ମଣିପୁରରେ ୩୯ ଜଣ, ମେଘାଳୟରେ ୧୭ ଜଣ, ନାଗାଲାଣ୍ଡ୍ରେ ୧୦ ଜଣ, ଓଡ଼ିଶାରେ ୫୬୯ ଜଣ, ପୁଦ୍ଦୁଚେରୀରେ ୩୩୭ ଜଣ, ପଞ୍ଜାବରେ ୧୯୯୦ ଜଣ, ରାଜସ୍ଥାନରେ ୧୧୬୪ ଜଣ, ସିକିମରେ ୭ ଜଣ, ତାମିଲନାଡୁରେ ୮୦୧୨ ଜଣ, ତେଲେଙ୍ଗାନାରେ ୯୧୬ ଜଣ, ତ୍ରିପୁରାରେ ୧୬୧ ଜଣ, ଉତ୍ତରାଖଣ୍ଡରେ ୩୬୦ ଜଣ, ଉତ୍ତରପ୍ରଦେଶରେ ୪୦୪୭ ଜଣ ଏବଂ ପଶ୍ଚମବଙ୍ଗରେ ୧୬୦୦୨୫ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୦୭), ଆନ୍ଧ୍ରପ୍ରଦେଶ (୯୬୭୬୯), ଅରୁଣାଚଳ ପ୍ରଦେଶ (୧୬୭୦), ଆସାମ (୨୯୨୦୬), ବିହାର (୧୫୩୪୬), ଚଣ୍ଡିଗଡ଼ (୨୩୩୪), ଛତିଶଗଡ଼ (୨୬୯୧୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୯୪), ଦିଲ୍ଲୀ (୨୨୩୭୭), ଗୋଆ (୪୪୯୯), ଗୁଜରାଟ (୧୬୩୧୯), ହରିୟାଣା (୧୬୮୯୦), ହିମାଚଳ ପ୍ରଦେଶ (୨୩୨୬), ଜମ୍ମୁ ଓ କଶ୍ମୀର (୧୧୮୫୯), ଝାଡ଼ଖଣ୍ଡ (୧୫୪୩୮) କର୍ଣ୍ଣାଟକ (୯୬୯୩୭), କେରଳ (୨୩୨୮୦), ଲଦାଖ (୮୫୬), ମଧ୍ୟପ୍ରଦେଶ (୧୭୨୦୫), ମହାରାଷ୍ଟ୍ର (୨୪୩୮୦୯), ମଣିପୁର (୧୬୮୩), ମେଘାଳୟ (୧୩୪୩), ମିଜୋରାମ (୩୭୮), ନାଗାଲାଣ୍ଡ (୪୯୬), ଓଡ଼ିଶା (୨୮୬୨୮), ପୁଦ୍ଦୁଚେରୀ (୪୮୩୧), ପଞ୍ଜାବ (୧୬୨୩୦) ରାଜସ୍ଥାନ (୧୫୦୯୦) ସକିମ୍ (୫୩୮), ତାମିଲନାଡୁ (୫୦୨୧୩), ତେଲେଙ୍ଗାନା (୩୧୬୫୪), ତ୍ରିପୁରା (୬୯୦୩), ଉତ୍ତରାଖଣ୍ଡ (୮୨୬୧), ଉତ୍ତରପ୍ରଦେଶ (୬୩୨୫୬) ଓ ପଶ୍ଚିମବଙ୍ଗ (୨୩୨୫୪) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୦୩୫), ଆନ୍ଧ୍ରପ୍ରଦେଶ (୪୧୫୭୬୫), ଅରୁଣାଚଳ ପ୍ରଦେଶ (୩୭୨୩), ଆସାମ (୧୦୧୨୩୯), ବିହାର (୧୩୪୩୯୧), ଚଣ୍ଡିଗଡ଼ (୩୯୬୦), ଛତିଶଗଡ଼ (୨୨୭୯୨), ଦାଦର ନଗର ହାୱେଲି ଓ ଦାମନ ଓ ଦିୟୁ (୨୩୨୧), ଦିଲ୍ଲୀ (୧୭୦୧୪୦), ଗୋଆ (୧୬୮୭୫), ଗୁଜରାଟ (୮୭୩୫୨), ହରିୟାଣା (୬୩୩୧୫), ହିମାଚଳ ପ୍ରଦେଶ (୫୪୪୫), ଜମ୍ମୁ ଓ କଶ୍ମୀର (୩୩୨୫୧), ଝାଡ଼ଖଣ୍ଡ (୩୯୩୬୨), କର୍ଣ୍ଣାଟକ (୩୦୮୫୭୩), କେରଳ (୬୮୮୬୩), ଲଦାଖ (୨୨୧୧), ମଧ୍ୟପ୍ରଦେଶ (୫୮୫୦୯), ମହାରାଷ୍ଟ୍ର (୬୭୨୬୫୬), ମଣିପୁର (୫୪୮୦), ମେଘାଳୟ (୧୭୧୬), ମିଜୋରାମ (୭୪୫) ନାଗାଲାଣ୍ଡ୍ (୩୭୩୯), ଓଡ଼ିଶା (୧୦୨୧୮୫), ପୁଦ୍ଦୁଚେରୀ (୧୨୫୮୧), ପଞ୍ଜାବ (୪୯୩୨୭), ରାଜସ୍ଥାନ (୭୭୮୭୨), ସିକିମ୍ (୧୪୧୩), ତାମିଲନାଡୁ (୪୧୬୭୧୫), ତେଲେଙ୍ଗାନା (୧୧୫୦୭୨), ତ୍ରିପୁରା (୯୬୫୩), ଉତ୍ତରାଖଣ୍ଡ (୧୭୪୭୩), ଉତ୍ତରପ୍ରଦେଶ (୨୧୧୧୭୦) ଓ ପଶ୍ଚିମବଙ୍ଗ (୧୬୦୦୨୫) ।