ବିଜେପିରେ ମିଶିଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା

ନୂଆ ଦିଲ୍ଲୀ : ବିଜେପିରେ ମିଶିଲେ ସମାଜବାଦୀ ପାର୍ଟି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ଜୟାପ୍ରଦା। ନୂଆ ଦିଲ୍ଲୀ ସ୍ଥିତ ବିଜେପି…

ନିର୍ବାଚନ ବେଳେ ନବୀନଙ୍କୁ କୋଲବ୍ଲକ୍ ଆବଣ୍ଟନ ଦୁର୍ନୀତି ଅଡୁଆ

ଭୁବନେଶ୍ୱର : ଦୁଇ ବର୍ଷ ତଳେ ନବୀନଙ୍କୁ ଜେରା କରିଥିଲା କି ସିବିଆଇ ? କୋଲବ୍ଲକ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ନେଇ…

ଦୁଷ୍କର୍ମ ତଥ୍ୟ ଲୁଚାଇବାକୁ ମହିଳା ସଂରକ୍ଷଣ କାର୍ଡ ଖେଳିଛି ବିଜେଡି: ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥା କହୁଛନ୍ତି। ହେଲେ ଗୋଟିଏ ବର୍ଷରେ ୫୦ ମହିଳା ଦୁଷ୍କର୍ମ…

ବିଜେପିର ବିଜୟ ସଂକଳ୍ପ ସମାବେଶ: ଜଗତସିଂହପୁରରେ ଯୋଗଦେବେ ଶିବରାଜ ସିଂ ଚୌହାନ ରେମୁଣା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଆଜି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ…

ନବୀନ ପଟ୍ଟନାୟକଙ୍କ ନାଁର କୋଇଲା ଖଣି ଆବଣ୍ଟନ ମାମଲା: ତଦନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ…

୨୦୧୯ ନିର୍ବାଚନରେ ରାଜନୀତିରେ ପ୍ରବେଶ କଲେ ଏଇ ଆଇଏଏସ୍‌, ଆଇପିଏସ୍‌

ରାଜନୀତିର ମୋହ ସବୁ ସ୍ତରର ଲୋକଙ୍କୁ ଟାଣୁଛି। ଯେମିତି ବି ହେଉ, ଥରେ ନାଁ ଚର୍ଚ୍ଚାକୁ ଆସିଗଲେ ଦଳୀୟ ଟିକଟ ମିଳିବାର…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ୨୪୫ ପ୍ରାର୍ଥୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୨୮ଟି ବିଧାନସଭା…

ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ରାହୁଲଙ୍କ ନୂଆ ମିଶନ

ନୂଆଦିଲ୍ଲୀ ୨୫/୩: ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ରାହୁଲଙ୍କ ସର୍ଜିକାଲ ଷ୍ଟ୍ରାଇକ୍ । ଘୋଷଣା କଲେ ନ୍ୟୁନତମ ଆୟ ଯୋଜନା ‘ନ୍ୟାୟ’…

ବିଜେପିରେ ସାମିଲ ହୋଇ ପାରନ୍ତି ଜୟପ୍ରଦା! ଅଜମ ଖାନଙ୍କ ବିରୋଧରେ ରାମପୁରରେ ଲଢିବେ ନିର୍ବାଚନ!

ନୂଆଦିଲ୍ଲୀ .-  ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।  ରାମପୁରରୁ ସେ ଅଜମ…

ନବୀନଙ୍କ ଝୁଲା ସରକାର ମନ୍ତବ୍ୟକୁ ସମ୍ବିତ ପାତ୍ରଙ୍କ ସମାଲୋଚନା

ଭୁବନେଶ୍ୱର : କେନ୍ଦ୍ରରେ ଏକ ମଜବୁତ ସରକାରର ଆବଶ୍ୟକତା ରହିଛି। ମୋଦୀଙ୍କ ଦୃଢ ନେତୃତ୍ୱ ଯୋଗୁଁ ପାକିସ୍ତାନ ଉପରେ ଆକ୍ରମଣ ହୋଇପାରିଛି।…

ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ଦିଲ୍ଲୀ, ମୁମ୍ବଇ ଏବଂ ଗୋଆରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ମସଜିଦରେ ଆକ୍ରମଣର ପ୍ରତିଶୋଧ ଭାବେ ଭାରତରେ ବଡ଼ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ମୁମ୍ବଇ, ଦିଲ୍ଲୀ କିମ୍ବା…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ନୂଆଦିଲ୍ଲୀ : ଅପ୍ରେଲ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର…

x

COVID-19

India
Confirmed: 6,225,763Deaths: 97,497
error: Content is protected !!